or_tn/act/15/38.md

12 lines
994 B
Markdown
Raw Permalink Normal View History

2020-11-19 00:15:53 +00:00
# Paul thought it was not good to take Mark
“ଉତ୍ତମ ନୁହଁ” ଶବ୍ଦଟି “ଉତ୍ତମ”ର ବିପରୀତ ବିଷୟ କହିବାକୁ ବ୍ୟବହାର କରାଯାଏ I ବିକଳ୍ପ ଅନୁବାଦ: “ପାଉଲ ଭାବିଲେ ଯେ ମାର୍କଙ୍କୁ ନେବା ମନ୍ଦ ହୋଇପାରେ” (ଦେଖ: [[rc://*/ta/man/translate/figs-litotes]])
# Pamphylia
ଏହା ଏସିଆ ମାଇନରର ଏକ ପ୍ରଦେଶ ଥିଲା I ତୁମେ ଏହାକୁ [ପ୍ରେରିତ :୧୦](../02/10.md)ରେ କିପରି ଅନୁବାଦ କଲ ତାହା ଦେଖ I
# did not go further with them in the work
ସେହି ସମୟରେ ସେମାନଙ୍କ ସହିତ କାର୍ଯ୍ୟରେ ଲାଗି ରହିଲେ ନାହିଁ କିମ୍ବା “ସେମାନଙ୍କ ସହିତ ସେବାରେ ଲାଗି ରହିଲେ ନାହିଁ”