# Paul thought it was not good to take Mark “ଉତ୍ତମ ନୁହଁ” ଶବ୍ଦଟି “ଉତ୍ତମ”ର ବିପରୀତ ବିଷୟ କହିବାକୁ ବ୍ୟବହାର କରାଯାଏ I ବିକଳ୍ପ ଅନୁବାଦ: “ପାଉଲ ଭାବିଲେ ଯେ ମାର୍କଙ୍କୁ ନେବା ମନ୍ଦ ହୋଇପାରେ” (ଦେଖ: [[rc://*/ta/man/translate/figs-litotes]]) # Pamphylia ଏହା ଏସିଆ ମାଇନରର ଏକ ପ୍ରଦେଶ ଥିଲା I ତୁମେ ଏହାକୁ [ପ୍ରେରିତ ୨:୧୦](../02/10.md)ରେ କିପରି ଅନୁବାଦ କଲ ତାହା ଦେଖ I # did not go further with them in the work ସେହି ସମୟରେ ସେମାନଙ୍କ ସହିତ କାର୍ଯ୍ୟରେ ଲାଗି ରହିଲେ ନାହିଁ କିମ୍ବା “ସେମାନଙ୍କ ସହିତ ସେବାରେ ଲାଗି ରହିଲେ ନାହିଁ”