or_tn/act/15/15.md

1.3 KiB

General Information:

ଏଠାରେ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ ଯେ କି ଆପଣା ଭାବବାଦୀମାନଙ୍କ ବାକ୍ୟ ଦ୍ବାରା କଥା କହିଥିଲେ I

Connecting Statement:

ଯାକୁବ ପୁରାତନ ନିୟମର ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I

The words of the prophets agree

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ ତାହା ମିଶୁଅଛି” କିମ୍ବା “ଭାବବାଦୀମାନେ ଏକମତ ହୁଅନ୍ତି” (ଦେଖ : rc://*/ta/man/translate/figs-metonymy)

agree with this

ଏହି ସତ୍ୟକୁ ସ୍ଥାପନ କରୁଅଛି

as it is written

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଲେଖିଥିଲେ” କିମ୍ବା “ଯେପରି ଭାବବାଦୀ ଆମୋଷ ବହୁପୂର୍ବରୁ ଲେଖିଥିଲେ” (ଦେଖ: rc://*/ta/man/translate/figs-activepassive)