# General Information: ଏଠାରେ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ ଯେ କି ଆପଣା ଭାବବାଦୀମାନଙ୍କ ବାକ୍ୟ ଦ୍ବାରା କଥା କହିଥିଲେ I # Connecting Statement: ଯାକୁବ ପୁରାତନ ନିୟମର ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I # The words of the prophets agree ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ ତାହା ମିଶୁଅଛି” କିମ୍ବା “ଭାବବାଦୀମାନେ ଏକମତ ହୁଅନ୍ତି” (ଦେଖ : [[rc://*/ta/man/translate/figs-metonymy]]) # agree with this ଏହି ସତ୍ୟକୁ ସ୍ଥାପନ କରୁଅଛି # as it is written ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଲେଖିଥିଲେ” କିମ୍ବା “ଯେପରି ଭାବବାଦୀ ଆମୋଷ ବହୁପୂର୍ବରୁ ଲେଖିଥିଲେ” (ଦେଖ: [[rc://*/ta/man/translate/figs-activepassive]])