or_tn/act/15/15.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେ” ଈଶ୍ବରଙ୍କୁ ବୁଝାଏ ଯେ କି ଆପଣା ଭାବବାଦୀମାନଙ୍କ ବାକ୍ୟ ଦ୍ବାରା କଥା କହିଥିଲେ I
# Connecting Statement:
ଯାକୁବ ପୁରାତନ ନିୟମର ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉଦ୍ଧୃତ କରୁଛନ୍ତି I
# The words of the prophets agree
ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଭାବବାଦୀମାନେ ଯାହା କହିଥିଲେ ତାହା ମିଶୁଅଛି” କିମ୍ବା “ଭାବବାଦୀମାନେ ଏକମତ ହୁଅନ୍ତି” (ଦେଖ : [[rc://*/ta/man/translate/figs-metonymy]])
# agree with this
ଏହି ସତ୍ୟକୁ ସ୍ଥାପନ କରୁଅଛି
# as it is written
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ସେମାନେ ଲେଖିଥିଲେ” କିମ୍ବା “ଯେପରି ଭାବବାଦୀ ଆମୋଷ ବହୁପୂର୍ବରୁ ଲେଖିଥିଲେ” (ଦେଖ: [[rc://*/ta/man/translate/figs-activepassive]])