or_tn/act/15/07.md

2.3 KiB

General Information:

ପ୍ରଥମ ଶବ୍ଦ “ସେମାନଙ୍କୁ” ପ୍ରେରିତ ଓ ପ୍ରାଚୀନମାନଙ୍କୁ (ପ୍ରେରିତ ୧୫:୬) ଓ ଅନ୍ୟ “ସେମାନଙ୍କୁ” ଏବଂ “ସେମାନଙ୍କର” ଶବ୍ଦଗୁଡ଼ିକ ବିଜାତି ବିଶ୍ବାସୀମାନଙ୍କୁ ବୁଝାଏ I ଏଠାରେ “ଆପଣମାନେ” ଶବ୍ଦ ବହୁବଚନ ଅଟେ ଓ ଉପସ୍ଥିତଥିବା ପ୍ରେରିତ ଏବଂ ପ୍ରାଚୀନମାନଙ୍କୁ ବୁଝାଏ I “ସେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ବହୁବାଚକ ଅଟେ ଓ ପିତର, ପ୍ରେରିତ ଓ ପ୍ରାଚୀନଗଣ ଏବଂ ସାଧାରଣ ଭାବରେ ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-you]] ଓ [[rc:///ta/man/translate/figs-inclusive]])

Connecting Statement:

ବିଜାତିମାନେ ସୁନ୍ନତ ହେବା ଓ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ ସେ ବିଷୟରେ ତା’ଙ୍କୁ ଭେଟି ଆଲୋଚନା କରିବାକୁ ଆସିଥିବା ପ୍ରେରିତ ଓ ପ୍ରାଚୀନମାନଙ୍କୁ ପିତର କହିବା ଆରମ୍ଭ କରୁଛନ୍ତି (ପ୍ରେରିତ ୧୫:୫-୬)I

Brothers

ଉପସ୍ଥିତ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ପିତର କଥା କହୁଛନ୍ତି I

by my mouth

ଏଠାରେ “ମୁଖ” ପିତରଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମୋ ଠାରୁ” କିମ୍ବା “ମୋ ଦ୍ବାରା” (ଦେଖ: rc://*/ta/man/translate/figs-synecdoche)

the Gentiles should hear

ବିଜାତିମାନେ ଶୁଣିବେ

the word of the gospel

ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)