or_tn/act/15/07.md

24 lines
2.3 KiB
Markdown

# General Information:
ପ୍ରଥମ ଶବ୍ଦ “ସେମାନଙ୍କୁ” ପ୍ରେରିତ ଓ ପ୍ରାଚୀନମାନଙ୍କୁ ([ପ୍ରେରିତ ୧୫:୬](../15/06.md)) ଓ ଅନ୍ୟ “ସେମାନଙ୍କୁ” ଏବଂ “ସେମାନଙ୍କର” ଶବ୍ଦଗୁଡ଼ିକ ବିଜାତି ବିଶ୍ବାସୀମାନଙ୍କୁ ବୁଝାଏ I ଏଠାରେ “ଆପଣମାନେ” ଶବ୍ଦ ବହୁବଚନ ଅଟେ ଓ ଉପସ୍ଥିତଥିବା ପ୍ରେରିତ ଏବଂ ପ୍ରାଚୀନମାନଙ୍କୁ ବୁଝାଏ I “ସେ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ବହୁବାଚକ ଅଟେ ଓ ପିତର, ପ୍ରେରିତ ଓ ପ୍ରାଚୀନଗଣ ଏବଂ ସାଧାରଣ ଭାବରେ ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]] ଓ [[rc://*/ta/man/translate/figs-inclusive]])
# Connecting Statement:
ବିଜାତିମାନେ ସୁନ୍ନତ ହେବା ଓ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନା ନାହିଁ ସେ ବିଷୟରେ ତା’ଙ୍କୁ ଭେଟି ଆଲୋଚନା କରିବାକୁ ଆସିଥିବା ପ୍ରେରିତ ଓ ପ୍ରାଚୀନମାନଙ୍କୁ ପିତର କହିବା ଆରମ୍ଭ କରୁଛନ୍ତି ([ପ୍ରେରିତ ୧୫:୫-୬](./05.md))I
# Brothers
ଉପସ୍ଥିତ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ପିତର କଥା କହୁଛନ୍ତି I
# by my mouth
ଏଠାରେ “ମୁଖ” ପିତରଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ମୋ ଠାରୁ” କିମ୍ବା “ମୋ ଦ୍ବାରା” (ଦେଖ: [[rc://*/ta/man/translate/figs-synecdoche]])
# the Gentiles should hear
ବିଜାତିମାନେ ଶୁଣିବେ
# the word of the gospel
ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ସମ୍ବାଦ” (ଦେଖ: [[rc://*/ta/man/translate/figs-metonymy]])