or_tn/act/14/09.md

771 B

Paul fixed his eyes on him

ପାଉଲ ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁଲେ

had faith to be made well

ଗୁଣବାଚକ ବିଶେଷ୍ୟ “ବିଶ୍ବାସ”କୁ “ବିଶ୍ବାସ କରିବା” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ କଲା ଯେ ଯୀଶୁ ତାହାକୁ ସୁସ୍ଥ କରିପାରିବେ” କିମ୍ବା “ବିଶ୍ବାସ କଲା ଯେ ଯୀଶୁ ତାହାକୁ ଭଲ କରିଦେଇପାରିବେ” (ଦେଖ: [[rc:///ta/man/translate/figs-abstractnouns]] ଓ [[rc:///ta/man/translate/figs-activepassive]])