# Paul fixed his eyes on him ପାଉଲ ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁଲେ # had faith to be made well ଗୁଣବାଚକ ବିଶେଷ୍ୟ “ବିଶ୍ବାସ”କୁ “ବିଶ୍ବାସ କରିବା” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ କଲା ଯେ ଯୀଶୁ ତାହାକୁ ସୁସ୍ଥ କରିପାରିବେ” କିମ୍ବା “ବିଶ୍ବାସ କଲା ଯେ ଯୀଶୁ ତାହାକୁ ଭଲ କରିଦେଇପାରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-activepassive]])