or_tn/act/14/09.md

8 lines
771 B
Markdown
Raw Permalink Normal View History

2020-11-19 00:15:53 +00:00
# Paul fixed his eyes on him
ପାଉଲ ତାହାଙ୍କୁ ଏକ ଦୃଷ୍ଟିରେ ଚାହିଁଲେ
# had faith to be made well
ଗୁଣବାଚକ ବିଶେଷ୍ୟ “ବିଶ୍ବାସ”କୁ “ବିଶ୍ବାସ କରିବା” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସ କଲା ଯେ ଯୀଶୁ ତାହାକୁ ସୁସ୍ଥ କରିପାରିବେ” କିମ୍ବା “ବିଶ୍ବାସ କଲା ଯେ ଯୀଶୁ ତାହାକୁ ଭଲ କରିଦେଇପାରିବେ” (ଦେଖ: [[rc://*/ta/man/translate/figs-abstractnouns]] ଓ [[rc://*/ta/man/translate/figs-activepassive]])