or_tn/act/14/08.md

1000 B

General Information:

ପ୍ରଥମ “ସେ” ଖଞ୍ଜ ଲୋକଟିକୁ ବୁଝାଏ; ଦ୍ବିତୀୟ “ସେ” ପାଉଲଙ୍କୁ ବୁଝାଏ I “ତାହାକୁ” ଶବ୍ଦଟି ଖଞ୍ଜ ଲୋକଟିକୁ ବୁଝାଏ I

Connecting Statement:

ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ଲୁସ୍ତ୍ରାରେ ଅଛନ୍ତି I

a certain man sat

ଏହା ବିବରଣୀରେ ଏକ ନୂଆ ଲୋକକୁ ପରିଚୟ କରାଏ I (ଦେଖ: rc://*/ta/man/translate/writing-participants)

powerless in his feet

ଆପଣାର ଗୋଡ଼ ଚଳପ୍ରଚଳ କରିପାରୁ ନ ଥିଲା କିମ୍ବା “ଆପଣା ପାଦରେ ଚାଲିପାରୁ ନ ଥିଲା”

a cripple from his mother's womb

ଖଞ୍ଜ ଭାବରେ ଜନ୍ମ ହୋଇ

cripple

ଜଣେ ଲୋକ ଯେ ଚାଲି ପାରୁ ନ ଥିଲା