# General Information: ପ୍ରଥମ “ସେ” ଖଞ୍ଜ ଲୋକଟିକୁ ବୁଝାଏ; ଦ୍ବିତୀୟ “ସେ” ପାଉଲଙ୍କୁ ବୁଝାଏ I “ତାହାକୁ” ଶବ୍ଦଟି ଖଞ୍ଜ ଲୋକଟିକୁ ବୁଝାଏ I # Connecting Statement: ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ଲୁସ୍ତ୍ରାରେ ଅଛନ୍ତି I # a certain man sat ଏହା ବିବରଣୀରେ ଏକ ନୂଆ ଲୋକକୁ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]]) # powerless in his feet ଆପଣାର ଗୋଡ଼ ଚଳପ୍ରଚଳ କରିପାରୁ ନ ଥିଲା କିମ୍ବା “ଆପଣା ପାଦରେ ଚାଲିପାରୁ ନ ଥିଲା” # a cripple from his mother's womb ଖଞ୍ଜ ଭାବରେ ଜନ୍ମ ହୋଇ # cripple ଜଣେ ଲୋକ ଯେ ଚାଲି ପାରୁ ନ ଥିଲା