or_tn/act/14/08.md

24 lines
1000 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପ୍ରଥମ “ସେ” ଖଞ୍ଜ ଲୋକଟିକୁ ବୁଝାଏ; ଦ୍ବିତୀୟ “ସେ” ପାଉଲଙ୍କୁ ବୁଝାଏ I “ତାହାକୁ” ଶବ୍ଦଟି ଖଞ୍ଜ ଲୋକଟିକୁ ବୁଝାଏ I
# Connecting Statement:
ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ଲୁସ୍ତ୍ରାରେ ଅଛନ୍ତି I
# a certain man sat
ଏହା ବିବରଣୀରେ ଏକ ନୂଆ ଲୋକକୁ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]])
# powerless in his feet
ଆପଣାର ଗୋଡ଼ ଚଳପ୍ରଚଳ କରିପାରୁ ନ ଥିଲା କିମ୍ବା “ଆପଣା ପାଦରେ ଚାଲିପାରୁ ନ ଥିଲା”
# a cripple from his mother's womb
ଖଞ୍ଜ ଭାବରେ ଜନ୍ମ ହୋଇ
# cripple
ଜଣେ ଲୋକ ଯେ ଚାଲି ପାରୁ ନ ଥିଲା