or_tn/act/14/03.md

1.8 KiB

General Information:

ଏଠାରେ “ସେ” ଶବ୍ଦଟି ପ୍ରଭୁଙ୍କୁ ବୁଝାଏ I

So they stayed there

ତଥାପି ସେମାନେ ସେଠାରେ ରହିଲେ I ପାଉଲ ଓ ବର୍ଣ୍ଣବ୍ବା Acts 14:1ରେ ବିଶ୍ବାସ କରିଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଇକନିୟରେ ରହିଲେ I ଯଦି ବାକ୍ୟାଂଶରେ ଦ୍ବନ୍ଦ ଆସୁଛି “ତେଣୁ” ଶବ୍ଦଟିକୁ ବାଦ୍ ଦିଆଯାଇପାରିବ I

gave evidence about the message of his grace

ଦେଖାଇଲେ ଯେ ତାହାଙ୍କ ଅନୁଗ୍ରହ ବିଷୟକ ସମ୍ବାଦ ସତ୍ୟ ଅଟେ

about the message of his grace

ପ୍ରଭୁଙ୍କ ଅନୁଗ୍ରହର ସମ୍ବାଦ ବିଷୟରେ

by granting signs and wonders to be done by the hands of Paul and Barnabas

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରିବାକୁ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସମର୍ଥ କରି” (ଦେଖ: rc://*/ta/man/translate/figs-activepassive)

by the hands of Paul and Barnabas

ଏଠାରେ “ହସ୍ତ” ପବିତ୍ର ଆତ୍ମାଙ୍କ ଦ୍ବାରା ପରିଚାଳିତ ଏହି ଦୁଇ ଜଣଙ୍କର ଇଚ୍ଛା ଓ ଉଦ୍ୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବାଙ୍କ ସେବାକାର୍ଯ୍ୟ ଦ୍ବାରା” (ଦେଖ: rc://*/ta/man/translate/figs-synecdoche)