or_tn/act/14/03.md

24 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦଟି ପ୍ରଭୁଙ୍କୁ ବୁଝାଏ I
# So they stayed there
ତଥାପି ସେମାନେ ସେଠାରେ ରହିଲେ I ପାଉଲ ଓ ବର୍ଣ୍ଣବ୍ବା [Acts 14:1](../14/01.md)ରେ ବିଶ୍ବାସ କରିଥିବା ଅନେକ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଇକନିୟରେ ରହିଲେ I ଯଦି ବାକ୍ୟାଂଶରେ ଦ୍ବନ୍ଦ ଆସୁଛି “ତେଣୁ” ଶବ୍ଦଟିକୁ ବାଦ୍ ଦିଆଯାଇପାରିବ I
# gave evidence about the message of his grace
ଦେଖାଇଲେ ଯେ ତାହାଙ୍କ ଅନୁଗ୍ରହ ବିଷୟକ ସମ୍ବାଦ ସତ୍ୟ ଅଟେ
# about the message of his grace
ପ୍ରଭୁଙ୍କ ଅନୁଗ୍ରହର ସମ୍ବାଦ ବିଷୟରେ
# by granting signs and wonders to be done by the hands of Paul and Barnabas
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରିବାକୁ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ସମର୍ଥ କରି” (ଦେଖ: [[rc://*/ta/man/translate/figs-activepassive]])
# by the hands of Paul and Barnabas
ଏଠାରେ “ହସ୍ତ” ପବିତ୍ର ଆତ୍ମାଙ୍କ ଦ୍ବାରା ପରିଚାଳିତ ଏହି ଦୁଇ ଜଣଙ୍କର ଇଚ୍ଛା ଓ ଉଦ୍ୟମକୁ ବୁଝାଏ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବାଙ୍କ ସେବାକାର୍ଯ୍ୟ ଦ୍ବାରା” (ଦେଖ: [[rc://*/ta/man/translate/figs-synecdoche]])