or_tn/act/13/50.md

1.4 KiB

General Information:

ଏଠାରେ “ସେମାନେ” ଶବ୍ଦ ପାଉଲ ଓ ବର୍ଣ୍ଣବ୍ବାକୁ ବୁଝାଏ I

Connecting Statement:

ଏହା ପାଉଲ ଓ ବର୍ଣ୍ଣବ୍ବାଙ୍କ ପିସିଦିଆର ଆନ୍ତିୟଖିଆରେ ଥିବା ସମୟକୁ ସମାପ୍ତ କରୁଛି ଓ ସେମାନେ ଇକନିୟକୁ ଯାଉଛନ୍ତି I

the Jews

ଏହା ସମ୍ଭବତଃ ଯିହୂଦୀମାନଙ୍କର ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦୀଖ୍: rc://*/ta/man/translate/figs-synecdoche)

urged on

ମତାଇଲେ କିମ୍ବା “ଉତ୍ତେଜିତ କଲେ”

the leading men

ସବୁଠାରୁ ପ୍ରଧାନ ଲୋକମାନେ

These stirred up a persecution against Paul and Barnabas

ପାଉଲ ଓ ବର୍ଣ୍ଣବ୍ବାଙ୍କୁ ତାଡନା କରିବା ନିମନ୍ତେ ସେମାନେ ପ୍ରଧାନ ଲୋକମାନଙ୍କୁ ଓ ସମ୍ଭ୍ରାନ୍ତ ମହିଳାମାନଙ୍କୁ ମତାଇଲେ

threw them out beyond the border of their city

ସେମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନଗରରୁ ବାହାର କରିଦେଲେ