# General Information: ଏଠାରେ “ସେମାନେ” ଶବ୍ଦ ପାଉଲ ଓ ବର୍ଣ୍ଣବ୍ବାକୁ ବୁଝାଏ I # Connecting Statement: ଏହା ପାଉଲ ଓ ବର୍ଣ୍ଣବ୍ବାଙ୍କ ପିସିଦିଆର ଆନ୍ତିୟଖିଆରେ ଥିବା ସମୟକୁ ସମାପ୍ତ କରୁଛି ଓ ସେମାନେ ଇକନିୟକୁ ଯାଉଛନ୍ତି I # the Jews ଏହା ସମ୍ଭବତଃ ଯିହୂଦୀମାନଙ୍କର ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦୀଖ୍: [[rc://*/ta/man/translate/figs-synecdoche]]) # urged on ମତାଇଲେ କିମ୍ବା “ଉତ୍ତେଜିତ କଲେ” # the leading men ସବୁଠାରୁ ପ୍ରଧାନ ଲୋକମାନେ # These stirred up a persecution against Paul and Barnabas ପାଉଲ ଓ ବର୍ଣ୍ଣବ୍ବାଙ୍କୁ ତାଡନା କରିବା ନିମନ୍ତେ ସେମାନେ ପ୍ରଧାନ ଲୋକମାନଙ୍କୁ ଓ ସମ୍ଭ୍ରାନ୍ତ ମହିଳାମାନଙ୍କୁ ମତାଇଲେ # threw them out beyond the border of their city ସେମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନଗରରୁ ବାହାର କରିଦେଲେ