or_tn/act/13/50.md

28 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନେ” ଶବ୍ଦ ପାଉଲ ଓ ବର୍ଣ୍ଣବ୍ବାକୁ ବୁଝାଏ I
# Connecting Statement:
ଏହା ପାଉଲ ଓ ବର୍ଣ୍ଣବ୍ବାଙ୍କ ପିସିଦିଆର ଆନ୍ତିୟଖିଆରେ ଥିବା ସମୟକୁ ସମାପ୍ତ କରୁଛି ଓ ସେମାନେ ଇକନିୟକୁ ଯାଉଛନ୍ତି I
# the Jews
ଏହା ସମ୍ଭବତଃ ଯିହୂଦୀମାନଙ୍କର ନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦୀଖ୍: [[rc://*/ta/man/translate/figs-synecdoche]])
# urged on
ମତାଇଲେ କିମ୍ବା “ଉତ୍ତେଜିତ କଲେ”
# the leading men
ସବୁଠାରୁ ପ୍ରଧାନ ଲୋକମାନେ
# These stirred up a persecution against Paul and Barnabas
ପାଉଲ ଓ ବର୍ଣ୍ଣବ୍ବାଙ୍କୁ ତାଡନା କରିବା ନିମନ୍ତେ ସେମାନେ ପ୍ରଧାନ ଲୋକମାନଙ୍କୁ ଓ ସମ୍ଭ୍ରାନ୍ତ ମହିଳାମାନଙ୍କୁ ମତାଇଲେ
# threw them out beyond the border of their city
ସେମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନଗରରୁ ବାହାର କରିଦେଲେ