or_tn/act/13/45.md

1.1 KiB

the Jews

ଏଠାରେ “ଯିହୂଦୀମାନେ” ଯିହୂଦୀନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: rc://*/ta/man/translate/figs-synecdoche)

filled with jealousy

ଏଠାରେ ଇର୍ଷା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ଯାହା ଜଣେ ବ୍ୟକ୍ତିକୁ ପୂର୍ଣ୍ଣ କରିଦେବ I ବିକଳ୍ପ ଅନୁବାଦ: “ଅତି ଇର୍ଷାନ୍ବିତ ହେଲେ” (ଦେଖ: rc://*/ta/man/translate/figs-metaphor)

spoke against

ପ୍ରତିବାଦ କଲେ କିମ୍ବା “ବିରୋଧ କଲେ”

the things that were said by Paul

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ପାଉଲ ଯାହାସବୁ କହିଲେ” (ଦେଖ: rc://*/ta/man/translate/figs-activepassive)