# the Jews ଏଠାରେ “ଯିହୂଦୀମାନେ” ଯିହୂଦୀନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]]) # filled with jealousy ଏଠାରେ ଇର୍ଷା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ଯାହା ଜଣେ ବ୍ୟକ୍ତିକୁ ପୂର୍ଣ୍ଣ କରିଦେବ I ବିକଳ୍ପ ଅନୁବାଦ: “ଅତି ଇର୍ଷାନ୍ବିତ ହେଲେ” (ଦେଖ: [[rc://*/ta/man/translate/figs-metaphor]]) # spoke against ପ୍ରତିବାଦ କଲେ କିମ୍ବା “ବିରୋଧ କଲେ” # the things that were said by Paul ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ପାଉଲ ଯାହାସବୁ କହିଲେ” (ଦେଖ: [[rc://*/ta/man/translate/figs-activepassive]])