or_tn/act/13/45.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the Jews
ଏଠାରେ “ଯିହୂଦୀମାନେ” ଯିହୂଦୀନେତାମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ” (ଦେଖ: [[rc://*/ta/man/translate/figs-synecdoche]])
# filled with jealousy
ଏଠାରେ ଇର୍ଷା ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଏପରି କିଛି ଯାହା ଜଣେ ବ୍ୟକ୍ତିକୁ ପୂର୍ଣ୍ଣ କରିଦେବ I ବିକଳ୍ପ ଅନୁବାଦ: “ଅତି ଇର୍ଷାନ୍ବିତ ହେଲେ” (ଦେଖ: [[rc://*/ta/man/translate/figs-metaphor]])
# spoke against
ପ୍ରତିବାଦ କଲେ କିମ୍ବା “ବିରୋଧ କଲେ”
# the things that were said by Paul
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: ‘ପାଉଲ ଯାହାସବୁ କହିଲେ” (ଦେଖ: [[rc://*/ta/man/translate/figs-activepassive]])