or_tn/act/13/40.md

16 lines
1.2 KiB
Markdown

# General Information:
ସମାଜଗୃହରେ ପାଉଲ ଲୋକମାନଙ୍କୁ ଉପଦେଶ ଦେବାବେଳେ ଭାବବାଦୀ ହବକ୍ କୁକ୍ ଙ୍କୁ ଉଦ୍ଧୃତ କରୁଛନ୍ତି I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I
# Connecting Statement:
ପିସିଦିଆ ଆନ୍ତିୟଖିଆର ସମାଜଗୃହରେ ପାଉଲ ଆପଣା କଥା ସମାପ୍ତ କରୁଛନ୍ତି, ଯାହା ସେ [ପ୍ରେରିତ ୧୩:୧୬](../13/16.md)ରେ ଆରମ୍ଭ କରିଥିଲେ I
# be careful
ଏହା ସୂଚିତ କରେ ଯେ ସେମାନେ ପାଉଲଙ୍କର ସମ୍ବାଦ ବିଷୟରେ ସାବଧାନ ହେବା ଉଚିତ I ବିକଳ୍ପ ଅନୁବାଦ: “ମୁଁ କହିଥିବା ବିଷୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ” (ଦେଖ: [[rc://*/ta/man/translate/figs-explicit]])
# that the thing the prophets spoke about
ଯେପରି ଭାବବାଦୀମାନେ ଯେଉଁ ବିଷୟରେ କହିଥିଲେ