# General Information: ସମାଜଗୃହରେ ପାଉଲ ଲୋକମାନଙ୍କୁ ଉପଦେଶ ଦେବାବେଳେ ଭାବବାଦୀ ହବକ୍ କୁକ୍ ଙ୍କୁ ଉଦ୍ଧୃତ କରୁଛନ୍ତି I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I # Connecting Statement: ପିସିଦିଆ ଆନ୍ତିୟଖିଆର ସମାଜଗୃହରେ ପାଉଲ ଆପଣା କଥା ସମାପ୍ତ କରୁଛନ୍ତି, ଯାହା ସେ [ପ୍ରେରିତ ୧୩:୧୬](../13/16.md)ରେ ଆରମ୍ଭ କରିଥିଲେ I # be careful ଏହା ସୂଚିତ କରେ ଯେ ସେମାନେ ପାଉଲଙ୍କର ସମ୍ବାଦ ବିଷୟରେ ସାବଧାନ ହେବା ଉଚିତ I ବିକଳ୍ପ ଅନୁବାଦ: “ମୁଁ କହିଥିବା ବିଷୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ” (ଦେଖ: [[rc://*/ta/man/translate/figs-explicit]]) # that the thing the prophets spoke about ଯେପରି ଭାବବାଦୀମାନେ ଯେଉଁ ବିଷୟରେ କହିଥିଲେ