1.2 KiB
1.2 KiB
General Information:
ସମାଜଗୃହରେ ପାଉଲ ଲୋକମାନଙ୍କୁ ଉପଦେଶ ଦେବାବେଳେ ଭାବବାଦୀ ହବକ୍ କୁକ୍ ଙ୍କୁ ଉଦ୍ଧୃତ କରୁଛନ୍ତି I ଏଠାରେ “ମୁଁ” ଈଶ୍ବରଙ୍କୁ ବୁଝାଏ I
Connecting Statement:
ପିସିଦିଆ ଆନ୍ତିୟଖିଆର ସମାଜଗୃହରେ ପାଉଲ ଆପଣା କଥା ସମାପ୍ତ କରୁଛନ୍ତି, ଯାହା ସେ ପ୍ରେରିତ ୧୩:୧୬ରେ ଆରମ୍ଭ କରିଥିଲେ I
be careful
ଏହା ସୂଚିତ କରେ ଯେ ସେମାନେ ପାଉଲଙ୍କର ସମ୍ବାଦ ବିଷୟରେ ସାବଧାନ ହେବା ଉଚିତ I ବିକଳ୍ପ ଅନୁବାଦ: “ମୁଁ କହିଥିବା ବିଷୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ” (ଦେଖ: rc://*/ta/man/translate/figs-explicit)
that the thing the prophets spoke about
ଯେପରି ଭାବବାଦୀମାନେ ଯେଉଁ ବିଷୟରେ କହିଥିଲେ