or_tn/act/13/36.md

20 lines
1.2 KiB
Markdown

# in his own generation
ଆପଣା ଜୀବନ କାଳ ମଧ୍ୟରେ
# served the desires of God
ସେ ସେହିସବୁ କରିଥିଲେ ଯାହା ସେ କରନ୍ତୁ ବୋଲି ଈଶ୍ବର ଚାହିଁଥିଲେ କିମ୍ବା “ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥିଲେ”
# he fell asleep
ମୃତ୍ୟୁ ସମ୍ବନ୍ଧରେ କହିବା ନିମନ୍ତେ ଏହା ଏକ ଶିଷ୍ଟ ଶୈଳୀ I ବିକଳ୍ପ ଅନୁବାଦ: “ ସେ ମୃତ୍ୟୁଭୋଗ କଲେ” (ଦେଖ: [[rc://*/ta/man/translate/figs-euphemism]])
# was laid with his fathers
ଆପଣା ପିତୃପୁରୁଷମାନଙ୍କ ସହିତ କବର ପ୍ରାପ୍ତ ହୋଇଥିଲେ
# experienced decay
“କ୍ଷୟ ପାଇଲେ” ବାକ୍ୟାଂଶଟି “ତାହାଙ୍କ ଶରୀର କ୍ଷୟ ପାଇଲା”ର ପ୍ରତିବଦଳ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର ସଢିଗଲା” (ଦେଖ: [[rc://*/ta/man/translate/figs-metonymy]])