# in his own generation ଆପଣା ଜୀବନ କାଳ ମଧ୍ୟରେ # served the desires of God ସେ ସେହିସବୁ କରିଥିଲେ ଯାହା ସେ କରନ୍ତୁ ବୋଲି ଈଶ୍ବର ଚାହିଁଥିଲେ କିମ୍ବା “ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥିଲେ” # he fell asleep ମୃତ୍ୟୁ ସମ୍ବନ୍ଧରେ କହିବା ନିମନ୍ତେ ଏହା ଏକ ଶିଷ୍ଟ ଶୈଳୀ I ବିକଳ୍ପ ଅନୁବାଦ: “ ସେ ମୃତ୍ୟୁଭୋଗ କଲେ” (ଦେଖ: [[rc://*/ta/man/translate/figs-euphemism]]) # was laid with his fathers ଆପଣା ପିତୃପୁରୁଷମାନଙ୍କ ସହିତ କବର ପ୍ରାପ୍ତ ହୋଇଥିଲେ # experienced decay “କ୍ଷୟ ପାଇଲେ” ବାକ୍ୟାଂଶଟି “ତାହାଙ୍କ ଶରୀର କ୍ଷୟ ପାଇଲା”ର ପ୍ରତିବଦଳ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର ସଢିଗଲା” (ଦେଖ: [[rc://*/ta/man/translate/figs-metonymy]])