or_tn/act/13/36.md

1.2 KiB

in his own generation

ଆପଣା ଜୀବନ କାଳ ମଧ୍ୟରେ

served the desires of God

ସେ ସେହିସବୁ କରିଥିଲେ ଯାହା ସେ କରନ୍ତୁ ବୋଲି ଈଶ୍ବର ଚାହିଁଥିଲେ କିମ୍ବା “ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିଥିଲେ”

he fell asleep

ମୃତ୍ୟୁ ସମ୍ବନ୍ଧରେ କହିବା ନିମନ୍ତେ ଏହା ଏକ ଶିଷ୍ଟ ଶୈଳୀ I ବିକଳ୍ପ ଅନୁବାଦ: “ ସେ ମୃତ୍ୟୁଭୋଗ କଲେ” (ଦେଖ: rc://*/ta/man/translate/figs-euphemism)

was laid with his fathers

ଆପଣା ପିତୃପୁରୁଷମାନଙ୍କ ସହିତ କବର ପ୍ରାପ୍ତ ହୋଇଥିଲେ

experienced decay

“କ୍ଷୟ ପାଇଲେ” ବାକ୍ୟାଂଶଟି “ତାହାଙ୍କ ଶରୀର କ୍ଷୟ ପାଇଲା”ର ପ୍ରତିବଦଳ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ଶରୀର ସଢିଗଲା” (ଦେଖ: rc://*/ta/man/translate/figs-metonymy)