or_tn/act/13/27.md

1.2 KiB

did not recognize him

ଜାଣିପାରିଲେ ନାହିଁ ଯେ ଈଶ୍ବର ଏହି ବ୍ୟକ୍ତି ଯୀଶୁଙ୍କୁ ସେମାନଙ୍କର ଉଦ୍ଧାର ନିମନ୍ତେ ପ୍ରେରଣ କରିଅଛନ୍ତି

sayings of the prophets

ଏଠାରେ “ବାକ୍ୟସବୁ” ଭାବବାଦୀମାନଙ୍କ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: ‘”ଭାବବାଦୀମାନଙ୍କ ବାକ୍ୟସବୁ” କିମ୍ବା “ଭାବବାଦୀମାନଙ୍କ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)

that are read

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ଜଣେ ପାଠ କରନ୍ତି” (ଦେଖ: rc://*/ta/man/translate/figs-activepassive)

they fulfilled sayings of the prophets

ଭାବବାଦୀମାନଙ୍କ ପୁସ୍ତକରେ ସେମାନେ ଯାହା କରିବେ ବୋଲି ଭାବବାଦୀମାନେ କହିଥିଲେ ସେମାନେ ପ୍ରକୃତରେ ତାହା ହିଁ କଲେ