or_tn/act/13/27.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# did not recognize him
ଜାଣିପାରିଲେ ନାହିଁ ଯେ ଈଶ୍ବର ଏହି ବ୍ୟକ୍ତି ଯୀଶୁଙ୍କୁ ସେମାନଙ୍କର ଉଦ୍ଧାର ନିମନ୍ତେ ପ୍ରେରଣ କରିଅଛନ୍ତି
# sayings of the prophets
ଏଠାରେ “ବାକ୍ୟସବୁ” ଭାବବାଦୀମାନଙ୍କ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: ‘”ଭାବବାଦୀମାନଙ୍କ ବାକ୍ୟସବୁ” କିମ୍ବା “ଭାବବାଦୀମାନଙ୍କ ସମ୍ବାଦ” (ଦେଖ: [[rc://*/ta/man/translate/figs-metonymy]])
# that are read
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ଜଣେ ପାଠ କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# they fulfilled sayings of the prophets
ଭାବବାଦୀମାନଙ୍କ ପୁସ୍ତକରେ ସେମାନେ ଯାହା କରିବେ ବୋଲି ଭାବବାଦୀମାନେ କହିଥିଲେ ସେମାନେ ପ୍ରକୃତରେ ତାହା ହିଁ କଲେ