# did not recognize him ଜାଣିପାରିଲେ ନାହିଁ ଯେ ଈଶ୍ବର ଏହି ବ୍ୟକ୍ତି ଯୀଶୁଙ୍କୁ ସେମାନଙ୍କର ଉଦ୍ଧାର ନିମନ୍ତେ ପ୍ରେରଣ କରିଅଛନ୍ତି # sayings of the prophets ଏଠାରେ “ବାକ୍ୟସବୁ” ଭାବବାଦୀମାନଙ୍କ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: ‘”ଭାବବାଦୀମାନଙ୍କ ବାକ୍ୟସବୁ” କିମ୍ବା “ଭାବବାଦୀମାନଙ୍କ ସମ୍ବାଦ” (ଦେଖ: [[rc://*/ta/man/translate/figs-metonymy]]) # that are read ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା କେହି ଜଣେ ପାଠ କରନ୍ତି” (ଦେଖ: [[rc://*/ta/man/translate/figs-activepassive]]) # they fulfilled sayings of the prophets ଭାବବାଦୀମାନଙ୍କ ପୁସ୍ତକରେ ସେମାନେ ଯାହା କରିବେ ବୋଲି ଭାବବାଦୀମାନେ କହିଥିଲେ ସେମାନେ ପ୍ରକୃତରେ ତାହା ହିଁ କଲେ