or_tn/act/13/22.md

24 lines
1.1 KiB
Markdown

# removed him from the kingship
ଏହି ଭାବର ଅର୍ଥ ହେଉଛି ଈଶ୍ବର ଶାଉଲଙ୍କୁ ରାଜା ହେବାରୁ ନିବୃତ୍ତ କଲେ I ବିକଳ୍ପ ଅନୁବାଦ: “ଶାଉଲଙ୍କୁ ରାଜା ହୋଇ ରହିବା ପାଇଁ ଅଗ୍ରାହ୍ୟ କଲେ”
# he raised up David to be their king
ଈଶ୍ବର ଦାଉଦଙ୍କୁ ସେମାନଙ୍କର ରାଜା ହେବାପଇଁ ମନୋନୀତ କଲେ
# their king
ଇଶ୍ରାୟେଲର ରାଜା କିମ୍ବା “ଇଶ୍ରାୟେଲୀୟମାନଙ୍କ ଉପରେ ରାଜା”
# It was about David that God said
ଈଶ୍ବର ଦାଉଦଙ୍କ ବିଷୟରେ ଏହା କହିଲେ
# I have found
ଆମ୍ଭେ ଦେଖିଅଛୁ ଯେ
# to be a man after my heart
ଏହି ଭାବର ଅର୍ଥ ହେଉଛି “ଆମ୍ଭେ ଯାହା ଚାହୁଁ ସେ ମଧ୍ୟ ତାହା ଚାହେଁ I” (ଦେଖ: [[rc://*/ta/man/translate/figs-idiom]])