# removed him from the kingship ଏହି ଭାବର ଅର୍ଥ ହେଉଛି ଈଶ୍ବର ଶାଉଲଙ୍କୁ ରାଜା ହେବାରୁ ନିବୃତ୍ତ କଲେ I ବିକଳ୍ପ ଅନୁବାଦ: “ଶାଉଲଙ୍କୁ ରାଜା ହୋଇ ରହିବା ପାଇଁ ଅଗ୍ରାହ୍ୟ କଲେ” # he raised up David to be their king ଈଶ୍ବର ଦାଉଦଙ୍କୁ ସେମାନଙ୍କର ରାଜା ହେବାପଇଁ ମନୋନୀତ କଲେ # their king ଇଶ୍ରାୟେଲର ରାଜା କିମ୍ବା “ଇଶ୍ରାୟେଲୀୟମାନଙ୍କ ଉପରେ ରାଜା” # It was about David that God said ଈଶ୍ବର ଦାଉଦଙ୍କ ବିଷୟରେ ଏହା କହିଲେ # I have found ଆମ୍ଭେ ଦେଖିଅଛୁ ଯେ # to be a man after my heart ଏହି ଭାବର ଅର୍ଥ ହେଉଛି “ଆମ୍ଭେ ଯାହା ଚାହୁଁ ସେ ମଧ୍ୟ ତାହା ଚାହେଁ I” (ଦେଖ: [[rc://*/ta/man/translate/figs-idiom]])