1.1 KiB
1.1 KiB
removed him from the kingship
ଏହି ଭାବର ଅର୍ଥ ହେଉଛି ଈଶ୍ବର ଶାଉଲଙ୍କୁ ରାଜା ହେବାରୁ ନିବୃତ୍ତ କଲେ I ବିକଳ୍ପ ଅନୁବାଦ: “ଶାଉଲଙ୍କୁ ରାଜା ହୋଇ ରହିବା ପାଇଁ ଅଗ୍ରାହ୍ୟ କଲେ”
he raised up David to be their king
ଈଶ୍ବର ଦାଉଦଙ୍କୁ ସେମାନଙ୍କର ରାଜା ହେବାପଇଁ ମନୋନୀତ କଲେ
their king
ଇଶ୍ରାୟେଲର ରାଜା କିମ୍ବା “ଇଶ୍ରାୟେଲୀୟମାନଙ୍କ ଉପରେ ରାଜା”
It was about David that God said
ଈଶ୍ବର ଦାଉଦଙ୍କ ବିଷୟରେ ଏହା କହିଲେ
I have found
ଆମ୍ଭେ ଦେଖିଅଛୁ ଯେ
to be a man after my heart
ଏହି ଭାବର ଅର୍ଥ ହେଉଛି “ଆମ୍ଭେ ଯାହା ଚାହୁଁ ସେ ମଧ୍ୟ ତାହା ଚାହେଁ I” (ଦେଖ: rc://*/ta/man/translate/figs-idiom)