or_tn/act/13/11.md

2.3 KiB

General Information:

“ତୁମ୍ଭେ” ଓ “ତୁମ୍ଭକୁ” ଶବ୍ଦଗୁଡିକ ମାୟାବୀ ଅଲ୍ଲୀମାକୁ ବୁଝାଏ I “ସେ” ଶବ୍ଦଟି ଶାସନକର୍ତ୍ତା (ପାଫର ଶାସନକର୍ତ୍ତା) ସେର୍ଗିୟ ପାଉଲଙ୍କୁ ବୁଝାଏ I

Connecting Statement:

ପାଉଲ ଅଲ୍ଲୀମାକୁ କହିବା ଶେଷ କରୁଛନ୍ତି I (ଦେଖ: @)

the hand of the Lord is upon you

ଏଠାରେ “ହସ୍ତ” ଈଶ୍ବରଙ୍କ ଶକ୍ତି ଓ “ତୁମ୍ଭ ଉପରେ” ଦଣ୍ଡର ସୂଚନା ଦିଏ I ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭକୁ ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-metonymy)

you will become blind

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭକୁ ଅନ୍ଧ କରିବେ I (ଦେଖ: rc://*/ta/man/translate/figs-activepassive)

You will not see the sun

ଅଲ୍ଲୀମା ଏମିତି ସମ୍ପୂର୍ଣ୍ଣଭାବରେ ଅନ୍ଧ ହୋଇଯିବ ଯେ ସେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ”

for a while

କେତେକ ସମୟ ପର୍ଯ୍ୟନ୍ତ କିମ୍ବା “ଈଶ୍ବର ନିରୂପଣ କରିଥିବା ସମୟ ପର୍ଯ୍ୟନ୍ତ”

there fell on Elymas a mist and darkness

ଅଲ୍ଲୀମାର ଚକ୍ଷୁ ଧନ୍ଦଳା ହୋଇଗଲା ଓ ତାପରେ ଅନ୍ଧ ହୋଇଗଲା କିମ୍ବା “ଅଲ୍ଲୀମା ଅସ୍ପଷ୍ଟ ଭାବରେ ଦେଖିବାକୁ ଆରମ୍ଭ କରି ପରେ ସେ କିଛି ଦେଖି ପାରିଲା ନାହିଁ”

he started going around

ଅଲ୍ଲୀମା ଦରାଣ୍ଡି ହେବାକୁ ଲାଗିଲା କିମ୍ବା “ଅଲ୍ଲୀମା ଏଣେ ତେଣେ ହେବାକୁ ଲାଗିଲା ଓ”