or_tn/act/13/11.md

32 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ତୁମ୍ଭେ” ଓ “ତୁମ୍ଭକୁ” ଶବ୍ଦଗୁଡିକ ମାୟାବୀ ଅଲ୍ଲୀମାକୁ ବୁଝାଏ I “ସେ” ଶବ୍ଦଟି ଶାସନକର୍ତ୍ତା (ପାଫର ଶାସନକର୍ତ୍ତା) ସେର୍ଗିୟ ପାଉଲଙ୍କୁ ବୁଝାଏ I
# Connecting Statement:
ପାଉଲ ଅଲ୍ଲୀମାକୁ କହିବା ଶେଷ କରୁଛନ୍ତି I (ଦେଖ: @)
# the hand of the Lord is upon you
ଏଠାରେ “ହସ୍ତ” ଈଶ୍ବରଙ୍କ ଶକ୍ତି ଓ “ତୁମ୍ଭ ଉପରେ” ଦଣ୍ଡର ସୂଚନା ଦିଏ I ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭକୁ ଦଣ୍ଡ ଦେବେ” (ଦେଖ: [[rc://*/ta/man/translate/figs-metonymy]])
# you will become blind
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭକୁ ଅନ୍ଧ କରିବେ I (ଦେଖ: [[rc://*/ta/man/translate/figs-activepassive]])
# You will not see the sun
ଅଲ୍ଲୀମା ଏମିତି ସମ୍ପୂର୍ଣ୍ଣଭାବରେ ଅନ୍ଧ ହୋଇଯିବ ଯେ ସେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ”
# for a while
କେତେକ ସମୟ ପର୍ଯ୍ୟନ୍ତ କିମ୍ବା “ଈଶ୍ବର ନିରୂପଣ କରିଥିବା ସମୟ ପର୍ଯ୍ୟନ୍ତ”
# there fell on Elymas a mist and darkness
ଅଲ୍ଲୀମାର ଚକ୍ଷୁ ଧନ୍ଦଳା ହୋଇଗଲା ଓ ତାପରେ ଅନ୍ଧ ହୋଇଗଲା କିମ୍ବା “ଅଲ୍ଲୀମା ଅସ୍ପଷ୍ଟ ଭାବରେ ଦେଖିବାକୁ ଆରମ୍ଭ କରି ପରେ ସେ କିଛି ଦେଖି ପାରିଲା ନାହିଁ”
# he started going around
ଅଲ୍ଲୀମା ଦରାଣ୍ଡି ହେବାକୁ ଲାଗିଲା କିମ୍ବା “ଅଲ୍ଲୀମା ଏଣେ ତେଣେ ହେବାକୁ ଲାଗିଲା ଓ”