# General Information: “ତୁମ୍ଭେ” ଓ “ତୁମ୍ଭକୁ” ଶବ୍ଦଗୁଡିକ ମାୟାବୀ ଅଲ୍ଲୀମାକୁ ବୁଝାଏ I “ସେ” ଶବ୍ଦଟି ଶାସନକର୍ତ୍ତା (ପାଫର ଶାସନକର୍ତ୍ତା) ସେର୍ଗିୟ ପାଉଲଙ୍କୁ ବୁଝାଏ I # Connecting Statement: ପାଉଲ ଅଲ୍ଲୀମାକୁ କହିବା ଶେଷ କରୁଛନ୍ତି I (ଦେଖ: @) # the hand of the Lord is upon you ଏଠାରେ “ହସ୍ତ” ଈଶ୍ବରଙ୍କ ଶକ୍ତି ଓ “ତୁମ୍ଭ ଉପରେ” ଦଣ୍ଡର ସୂଚନା ଦିଏ I ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭକୁ ଦଣ୍ଡ ଦେବେ” (ଦେଖ: [[rc://*/ta/man/translate/figs-metonymy]]) # you will become blind ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭକୁ ଅନ୍ଧ କରିବେ I (ଦେଖ: [[rc://*/ta/man/translate/figs-activepassive]]) # You will not see the sun ଅଲ୍ଲୀମା ଏମିତି ସମ୍ପୂର୍ଣ୍ଣଭାବରେ ଅନ୍ଧ ହୋଇଯିବ ଯେ ସେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭେ ସୂର୍ଯ୍ୟ ମଧ୍ୟ ଦେଖିପାରିବ ନାହିଁ” # for a while କେତେକ ସମୟ ପର୍ଯ୍ୟନ୍ତ କିମ୍ବା “ଈଶ୍ବର ନିରୂପଣ କରିଥିବା ସମୟ ପର୍ଯ୍ୟନ୍ତ” # there fell on Elymas a mist and darkness ଅଲ୍ଲୀମାର ଚକ୍ଷୁ ଧନ୍ଦଳା ହୋଇଗଲା ଓ ତାପରେ ଅନ୍ଧ ହୋଇଗଲା କିମ୍ବା “ଅଲ୍ଲୀମା ଅସ୍ପଷ୍ଟ ଭାବରେ ଦେଖିବାକୁ ଆରମ୍ଭ କରି ପରେ ସେ କିଛି ଦେଖି ପାରିଲା ନାହିଁ” # he started going around ଅଲ୍ଲୀମା ଦରାଣ୍ଡି ହେବାକୁ ଲାଗିଲା କିମ୍ବା “ଅଲ୍ଲୀମା ଏଣେ ତେଣେ ହେବାକୁ ଲାଗିଲା ଓ”