or_tn/act/13/01.md

20 lines
1.8 KiB
Markdown

# General Information:
୧ ପଦ ଆନ୍ତିୟଖିଆ ମଣ୍ଡଳୀର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I ଏଠାରେ ପ୍ରଥମ ଶବ୍ଦ “ସେମାନେ” ସମ୍ଭବତଃ ଏହି ପାଞ୍ଚ ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I ତା’ ପରବର୍ତ୍ତୀ “ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ସମ୍ଭବତଃ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଛାଡ଼ି ଅନ୍ୟ ତିନି ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I (ଦେଖ: [[rc://*/ta/man/translate/writing-background]])
# Connecting Statement:
ଆନ୍ତିୟଖିଆ ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ପ୍ରଚାର ଯାତ୍ରାରେ ପଠାଇବା ବିଷୟରେ ଲୂକ କହିବାକୁ ଆରମ୍ଭ କରନ୍ତି I
# Now in the church in Antioch
ସେହି ସମୟରେ ଆନ୍ତିୟଖିଆ ମଣ୍ଡଳୀରେ
# Simeon ... Niger ... Lucius ... Manaen
ଏହା ପୁରୁଷ ଲୋକମାନଙ୍କର ନାମ I (ଦେଖ: [[rc://*/ta/man/translate/translate-names]])
# foster brother of Herod the tetrarch
ମନେହମ୍ ସମ୍ଭବତଃ ହେରୋଦଙ୍କର ଖେଳସାଥୀ କିମ୍ବା ଏକତ୍ର ବଢିଥିବା ବନ୍ଧୁ ଥିଲେ I