or_tn/act/13/01.md

1.8 KiB

General Information:

୧ ପଦ ଆନ୍ତିୟଖିଆ ମଣ୍ଡଳୀର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I ଏଠାରେ ପ୍ରଥମ ଶବ୍ଦ “ସେମାନେ” ସମ୍ଭବତଃ ଏହି ପାଞ୍ଚ ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I ତା’ ପରବର୍ତ୍ତୀ “ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ସମ୍ଭବତଃ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଛାଡ଼ି ଅନ୍ୟ ତିନି ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I (ଦେଖ: rc://*/ta/man/translate/writing-background)

Connecting Statement:

ଆନ୍ତିୟଖିଆ ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ପ୍ରଚାର ଯାତ୍ରାରେ ପଠାଇବା ବିଷୟରେ ଲୂକ କହିବାକୁ ଆରମ୍ଭ କରନ୍ତି I

Now in the church in Antioch

ସେହି ସମୟରେ ଆନ୍ତିୟଖିଆ ମଣ୍ଡଳୀରେ

Simeon ... Niger ... Lucius ... Manaen

ଏହା ପୁରୁଷ ଲୋକମାନଙ୍କର ନାମ I (ଦେଖ: rc://*/ta/man/translate/translate-names)

foster brother of Herod the tetrarch

ମନେହମ୍ ସମ୍ଭବତଃ ହେରୋଦଙ୍କର ଖେଳସାଥୀ କିମ୍ବା ଏକତ୍ର ବଢିଥିବା ବନ୍ଧୁ ଥିଲେ I