# General Information: ୧ ପଦ ଆନ୍ତିୟଖିଆ ମଣ୍ଡଳୀର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I ଏଠାରେ ପ୍ରଥମ ଶବ୍ଦ “ସେମାନେ” ସମ୍ଭବତଃ ଏହି ପାଞ୍ଚ ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I ତା’ ପରବର୍ତ୍ତୀ “ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ସମ୍ଭବତଃ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଛାଡ଼ି ଅନ୍ୟ ତିନି ଜଣ ନେତାଙ୍କୁ ବୁଝାଏ, କିନ୍ତୁ ଅନ୍ୟ ବିଶ୍ବାସୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରେ I (ଦେଖ: [[rc://*/ta/man/translate/writing-background]]) # Connecting Statement: ଆନ୍ତିୟଖିଆ ମଣ୍ଡଳୀ ବର୍ଣ୍ଣବ୍ବା ଓ ଶାଉଲଙ୍କୁ ପ୍ରଚାର ଯାତ୍ରାରେ ପଠାଇବା ବିଷୟରେ ଲୂକ କହିବାକୁ ଆରମ୍ଭ କରନ୍ତି I # Now in the church in Antioch ସେହି ସମୟରେ ଆନ୍ତିୟଖିଆ ମଣ୍ଡଳୀରେ # Simeon ... Niger ... Lucius ... Manaen ଏହା ପୁରୁଷ ଲୋକମାନଙ୍କର ନାମ I (ଦେଖ: [[rc://*/ta/man/translate/translate-names]]) # foster brother of Herod the tetrarch ମନେହମ୍ ସମ୍ଭବତଃ ହେରୋଦଙ୍କର ଖେଳସାଥୀ କିମ୍ବା ଏକତ୍ର ବଢିଥିବା ବନ୍ଧୁ ଥିଲେ I