or_tn/act/12/25.md

918 B

completed their mission

ପ୍ରେରିତ ୧୧:୨୯-୩୦ର ଉଲ୍ଲେଖ ଅନୁସାରେ ସେମାନେ ଆନ୍ତିୟଖିଆର ବିଶ୍ବାସୀମାନଙ୍କଠାରୁ ଅର୍ଥ ଆଣିଥିବା ଘଟଣା ମଧ୍ୟକୁ ଧ୍ୟାନ ଫେରାଇନିଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ନେତାମାନଙ୍କୁ ଅର୍ଥ ପ୍ରଦାନ କଲେ” (ଦେଖ: rc://*/ta/man/translate/figs-explicit)

they returned from Jerusalem

ସେମାନେ ଯିରୂଶାଲମରୁ ଆନ୍ତିୟଖିଆକୁ ଫେରିଗଲେ I ବିକଳ୍ପ ଅନୁବାଦ: “ବର୍ଣ୍ଣବ୍ବା ଓ ଶାଉଲ ଆନ୍ତିୟଖିଆକୁ ବାହୁଡିଗଲେ” (ଦେଖ: rc://*/ta/man/translate/figs-explicit)