# completed their mission [ପ୍ରେରିତ ୧୧:୨୯-୩୦](../11/29.md)ର ଉଲ୍ଲେଖ ଅନୁସାରେ ସେମାନେ ଆନ୍ତିୟଖିଆର ବିଶ୍ବାସୀମାନଙ୍କଠାରୁ ଅର୍ଥ ଆଣିଥିବା ଘଟଣା ମଧ୍ୟକୁ ଧ୍ୟାନ ଫେରାଇନିଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ନେତାମାନଙ୍କୁ ଅର୍ଥ ପ୍ରଦାନ କଲେ” (ଦେଖ: [[rc://*/ta/man/translate/figs-explicit]]) # they returned from Jerusalem ସେମାନେ ଯିରୂଶାଲମରୁ ଆନ୍ତିୟଖିଆକୁ ଫେରିଗଲେ I ବିକଳ୍ପ ଅନୁବାଦ: “ବର୍ଣ୍ଣବ୍ବା ଓ ଶାଉଲ ଆନ୍ତିୟଖିଆକୁ ବାହୁଡିଗଲେ” (ଦେଖ: [[rc://*/ta/man/translate/figs-explicit]])