or_tn/act/12/25.md

8 lines
918 B
Markdown
Raw Permalink Normal View History

2020-11-19 00:15:53 +00:00
# completed their mission
[ପ୍ରେରିତ ୧୧:୨୯-୩୦](../11/29.md)ର ଉଲ୍ଲେଖ ଅନୁସାରେ ସେମାନେ ଆନ୍ତିୟଖିଆର ବିଶ୍ବାସୀମାନଙ୍କଠାରୁ ଅର୍ଥ ଆଣିଥିବା ଘଟଣା ମଧ୍ୟକୁ ଧ୍ୟାନ ଫେରାଇନିଏ I ବିକଳ୍ପ ଅନୁବାଦ: “ଯିରୂଶାଲମ ମଣ୍ଡଳୀର ନେତାମାନଙ୍କୁ ଅର୍ଥ ପ୍ରଦାନ କଲେ” (ଦେଖ: [[rc://*/ta/man/translate/figs-explicit]])
# they returned from Jerusalem
ସେମାନେ ଯିରୂଶାଲମରୁ ଆନ୍ତିୟଖିଆକୁ ଫେରିଗଲେ I ବିକଳ୍ପ ଅନୁବାଦ: “ବର୍ଣ୍ଣବ୍ବା ଓ ଶାଉଲ ଆନ୍ତିୟଖିଆକୁ ବାହୁଡିଗଲେ” (ଦେଖ: [[rc://*/ta/man/translate/figs-explicit]])