or_tn/act/12/12.md

8 lines
598 B
Markdown

# realized this
ସେ ଜାଣିପାରିଲେ ଯେ ଈଶ୍ବର ତାହାଙ୍କୁ ଉଦ୍ଧାର କରିଛନ୍ତି I
# John, also called Mark
ଯୋହନଙ୍କୁ ମାର୍କ ବୋଲି ମଧ୍ୟ କୁହାଯାଉଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୋହନ, ଯାହାଙ୍କୁ ଲୋକେ ମାର୍କ ବୋଲି ମଧ୍ୟ କହୁଥିଲେ” (ଦେଖ: [[rc://*/ta/man/translate/figs-activepassive]])