or_tn/act/12/12.md

598 B

realized this

ସେ ଜାଣିପାରିଲେ ଯେ ଈଶ୍ବର ତାହାଙ୍କୁ ଉଦ୍ଧାର କରିଛନ୍ତି I

John, also called Mark

ଯୋହନଙ୍କୁ ମାର୍କ ବୋଲି ମଧ୍ୟ କୁହାଯାଉଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୋହନ, ଯାହାଙ୍କୁ ଲୋକେ ମାର୍କ ବୋଲି ମଧ୍ୟ କହୁଥିଲେ” (ଦେଖ: rc://*/ta/man/translate/figs-activepassive)