# realized this ସେ ଜାଣିପାରିଲେ ଯେ ଈଶ୍ବର ତାହାଙ୍କୁ ଉଦ୍ଧାର କରିଛନ୍ତି I # John, also called Mark ଯୋହନଙ୍କୁ ମାର୍କ ବୋଲି ମଧ୍ୟ କୁହାଯାଉଥିଲା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯୋହନ, ଯାହାଙ୍କୁ ଲୋକେ ମାର୍କ ବୋଲି ମଧ୍ୟ କହୁଥିଲେ” (ଦେଖ: [[rc://*/ta/man/translate/figs-activepassive]])