or_tn/act/12/03.md

979 B

General Information:

ଏଠାରେ “ସେ” ଶବ୍ଦଟି ହେରୋଦଙ୍କୁ (ପ୍ରେରିତ ୧୨:୧) ବୁଝାଏ I

After he saw that this pleased the Jews

ଯେତେବେଳେ ହେରୋଦ ଦେଖିଲେ ଯେ ଯାକୁବଙ୍କୁ ବଧ କରିବା ଯିହୂଦୀନେତାମାନଙ୍କୁ ସନ୍ତୁଷ୍ଟ କରିଅଛି

pleased the Jews

ଯିହୂଦୀନେତାମାନଙ୍କୁ ଖୁସି କରିଥିଲା

That was

ହେରୋଦ ଏହା କରିଥିଲେ କିମ୍ବା “ଏହା ଘଟିଥିଲା”

the days of unleavened bread

ଏହା ଯିହୂଦୀ ଧର୍ମର ନିସ୍ତାର ପର୍ବର ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଲୋକମାନଙ୍କ ଖମୀରଶୂନ୍ୟ ରୋଟୀ ଭୋଜନ କରିବାର ପର୍ବ”