# General Information: ଏଠାରେ “ସେ” ଶବ୍ଦଟି ହେରୋଦଙ୍କୁ ([ପ୍ରେରିତ ୧୨:୧](../12/01.md)) ବୁଝାଏ I # After he saw that this pleased the Jews ଯେତେବେଳେ ହେରୋଦ ଦେଖିଲେ ଯେ ଯାକୁବଙ୍କୁ ବଧ କରିବା ଯିହୂଦୀନେତାମାନଙ୍କୁ ସନ୍ତୁଷ୍ଟ କରିଅଛି # pleased the Jews ଯିହୂଦୀନେତାମାନଙ୍କୁ ଖୁସି କରିଥିଲା # That was ହେରୋଦ ଏହା କରିଥିଲେ କିମ୍ବା “ଏହା ଘଟିଥିଲା” # the days of unleavened bread ଏହା ଯିହୂଦୀ ଧର୍ମର ନିସ୍ତାର ପର୍ବର ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯିହୂଦୀଲୋକମାନଙ୍କ ଖମୀରଶୂନ୍ୟ ରୋଟୀ ଭୋଜନ କରିବାର ପର୍ବ”