or_tn/act/12/01.md

1.6 KiB

General Information:

ଏହା ହେରୋଦ ଯାକୁବଙ୍କୁ ବଧ କରିବା ବିଷୟର ପୃଷ୍ଠଭୂମି (ଦେଖ : rc://*/ta/man/translate/writing-background)

Connecting Statement:

ଏହା ନୂଆ ତାଡନାର ଆରମ୍ଭ କରୁଛି, ପ୍ରଥମେ ଯାକୁବଙ୍କ ମୃତ୍ୟୁ ଓ ପରେ ପିତରଙ୍କ କାରାରୁଦ୍ଧ ଓ ଉଦ୍ଧାର I

Now

ଏହା ଘଟଣାର ନୂଆ ଅଂଶ ଆରମ୍ଭ କରୁଅଛି I (ଦେଖ: rc://*/ta/man/translate/writing-newevent)

about that time

ଏହା ଦୁର୍ଭିକ୍ଷର ସମୟକୁ ବୁଝାଏ I

laid hands on

ଏହାର ଅର୍ଥ ହେରୋଦ ବିଶ୍ବାସୀମାନଙ୍କୁ କାରାଗାରରେ ନିକ୍ଷେପ କରିଥିଲେ I ପ୍ରେରିତ ୫:୧୮ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ବନ୍ଦୀ କରିବାକୁ ସୈନ୍ୟମାନଙ୍କୁ ପଠାଇଲେ I

some who belonged to the church

କେବଳ ଯାକୁବ ଓ ପିତରଙ୍କୁ ଉଲ୍ଲେଖ କରାଯାଇଛି, ଯାହା ସୂଚିତ କରେ ଯେ ଏମାନେ ଯିରୂଶାଲମ ମଣ୍ଡଳୀର ନେତା ଥିଲେ I (ଦେଖ: rc://*/ta/man/translate/figs-explicit)

so that he might mistreat them

ବିଶ୍ବାସୀମାନଙ୍କୁ କ୍ଲେଶ ଦେବାପାଇଁ