or_tn/act/12/01.md

28 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହା ହେରୋଦ ଯାକୁବଙ୍କୁ ବଧ କରିବା ବିଷୟର ପୃଷ୍ଠଭୂମି (ଦେଖ : [[rc://*/ta/man/translate/writing-background]])
# Connecting Statement:
ଏହା ନୂଆ ତାଡନାର ଆରମ୍ଭ କରୁଛି, ପ୍ରଥମେ ଯାକୁବଙ୍କ ମୃତ୍ୟୁ ଓ ପରେ ପିତରଙ୍କ କାରାରୁଦ୍ଧ ଓ ଉଦ୍ଧାର I
# Now
ଏହା ଘଟଣାର ନୂଆ ଅଂଶ ଆରମ୍ଭ କରୁଅଛି I (ଦେଖ: [[rc://*/ta/man/translate/writing-newevent]])
# about that time
ଏହା ଦୁର୍ଭିକ୍ଷର ସମୟକୁ ବୁଝାଏ I
# laid hands on
ଏହାର ଅର୍ଥ ହେରୋଦ ବିଶ୍ବାସୀମାନଙ୍କୁ କାରାଗାରରେ ନିକ୍ଷେପ କରିଥିଲେ I [ପ୍ରେରିତ ୫:୧୮](../05/18.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ବନ୍ଦୀ କରିବାକୁ ସୈନ୍ୟମାନଙ୍କୁ ପଠାଇଲେ I
# some who belonged to the church
କେବଳ ଯାକୁବ ଓ ପିତରଙ୍କୁ ଉଲ୍ଲେଖ କରାଯାଇଛି, ଯାହା ସୂଚିତ କରେ ଯେ ଏମାନେ ଯିରୂଶାଲମ ମଣ୍ଡଳୀର ନେତା ଥିଲେ I (ଦେଖ: [[rc://*/ta/man/translate/figs-explicit]])
# so that he might mistreat them
ବିଶ୍ବାସୀମାନଙ୍କୁ କ୍ଲେଶ ଦେବାପାଇଁ