# General Information: ଏହା ହେରୋଦ ଯାକୁବଙ୍କୁ ବଧ କରିବା ବିଷୟର ପୃଷ୍ଠଭୂମି (ଦେଖ : [[rc://*/ta/man/translate/writing-background]]) # Connecting Statement: ଏହା ନୂଆ ତାଡନାର ଆରମ୍ଭ କରୁଛି, ପ୍ରଥମେ ଯାକୁବଙ୍କ ମୃତ୍ୟୁ ଓ ପରେ ପିତରଙ୍କ କାରାରୁଦ୍ଧ ଓ ଉଦ୍ଧାର I # Now ଏହା ଘଟଣାର ନୂଆ ଅଂଶ ଆରମ୍ଭ କରୁଅଛି I (ଦେଖ: [[rc://*/ta/man/translate/writing-newevent]]) # about that time ଏହା ଦୁର୍ଭିକ୍ଷର ସମୟକୁ ବୁଝାଏ I # laid hands on ଏହାର ଅର୍ଥ ହେରୋଦ ବିଶ୍ବାସୀମାନଙ୍କୁ କାରାଗାରରେ ନିକ୍ଷେପ କରିଥିଲେ I [ପ୍ରେରିତ ୫:୧୮](../05/18.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I ବିକଳ୍ପ ଅନୁବାଦ: “ବନ୍ଦୀ କରିବାକୁ ସୈନ୍ୟମାନଙ୍କୁ ପଠାଇଲେ I # some who belonged to the church କେବଳ ଯାକୁବ ଓ ପିତରଙ୍କୁ ଉଲ୍ଲେଖ କରାଯାଇଛି, ଯାହା ସୂଚିତ କରେ ଯେ ଏମାନେ ଯିରୂଶାଲମ ମଣ୍ଡଳୀର ନେତା ଥିଲେ I (ଦେଖ: [[rc://*/ta/man/translate/figs-explicit]]) # so that he might mistreat them ବିଶ୍ବାସୀମାନଙ୍କୁ କ୍ଲେଶ ଦେବାପାଇଁ